ଓଡ଼ିଶା

କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇପଡିଛି ରାଜଧାନୀ ସ୍ଥିତ ପଦ୍ମକେଶରୀପୁର ଗାଁ

କିଛି ଦିନର ନିରବତା ପରେ ପୁଣି ଅଶାନ୍ତ ହୋଇପଡିଛି ରାଜଧାନୀ ସ୍ଥିତ ପଦ୍ମକେଶରୀପୁର ଗାଁ। ଗୋଟିଏ ପରିବାରର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ ପରେ ଗାଁ ହୋଇପଡିଛି ଅଶାନ୍ତ ।

ଗ୍ରାମର ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡ ସହ ବୋମା ଓ ପଥରମାଡ ହୋଇଛି । ଗାଁରେ ଏବେ ୨ ପ୍ଲାଟୁନ ଫୋର୍ସ ମୁତୟନ ରହିଛନ୍ତି । ସୁଧ ଟଙ୍କା ଆଦାୟକୁ ନେଇ ଏଭଳି ଗାଁ ଅଶାନ୍ତ ହୋଇଥିବା ଅଭିଯୋଗ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com