ଓଡ଼ିଶା

ରାଉରକେଲା ବାସନ୍ତୀ କଲୋନିରେ ରହୁଥିବା ୩୪ ବର୍ଷୀୟ ସୁମିତ କୁମାର ସିଂହ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି

ରାଉରକେଲା ବାସନ୍ତୀ କଲୋନିରେ ରହୁଥିବା ୩୪ ବର୍ଷୀୟ ସୁମିତ କୁମାର ସିଂହ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ସେ ଟ୍ରେଡ୍‌ମିଲ୍‌ରେ ୧୨ ଘଣ୍ଟା ଦୌଡ଼ି ୬୮ କି.ମି ରାସ୍ତା ଅତିକ୍ରମ କରିଛନ୍ତି।

ସେ କଳୁଙ୍ଗାରେ ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ ମଧ୍ୟ କରୁଛନ୍ତି। ସୁମିତଙ୍କ ଲକ୍ଷ୍ୟ ଥିଲା ଯେ ଟ୍ରେଡ୍‌ମିଲ୍‌କୁ ନଛୁଇଁ ଦୀର୍ଘ ୧୨ ଘଣ୍ଟା ତା’ ଉପରେ ଦୌଡ଼ିବା ଏବଂ ପାଖାପାଖି ୬୫ କି.ମି ରାସ୍ତା ଅତିକ୍ରମ କରିବା ଏକ ଚ୍ୟାଲେଞ୍ଜ ଥିଲା ।

Related Articles

Back to top button