ଅନ୍ତର୍ଜାତୀୟ

ଦିନକୁ ଦିନ ଅନ୍ତର୍ଜାତୀୟ ବଜାରରେ ବଢିଚାଲିଛି ତୈଳ ଦର

ଦିନକୁ ଦିନ ଅନ୍ତର୍ଜାତୀୟ ବଜାରରେ ବଢିଚାଲିଛି ତୈଳ ଦର । ଆହୁରି ବଢିବା ନେଇ ଆଶଙ୍କା ମଧ୍ୟ କରାଯାଉଛି । ଏହାର କାରଣ ରହିଛି ଇରାନ-ଇସ୍ରାଏଲ ଯୁଦ୍ଧ ।

ଏହି କାରଣରୁ ଦିନକୁ ଦିନ ବଢି ଚାଲିଛି ତୈଳ ଦର । ଏହାରି ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୯୦ ଡଲାର ଟପିଛି ତୈଳ ଦର ।ସେପ୍ଟେମ୍ବର ସୁଦ୍ଧା ତୈଳ ଦର ୧୦୦ ଡଲାର ଛୁଇଁବା ଆଶଙ୍କା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com