ଅନ୍ତର୍ଜାତୀୟ

ସ୍କଟ ଡ୍ରାମମଣ୍ଡ ନାମକ ଜଣେ ବ୍ୟକ୍ତି ମୃତ୍ୟୁ ପରର ଜୀବନ କଥା କହି ପୁଣିଥରେ ଏହି ବିତର୍କର ଆରମ୍ଭ କରିଦେଇଛନ୍ତି

ସ୍କଟ ଡ୍ରାମମଣ୍ଡ ନାମକ ଜଣେ ବ୍ୟକ୍ତି ମୃତ୍ୟୁ ପରର ଜୀବନ କଥା କହି ପୁଣିଥରେ ଏହି ବିତର୍କର ଆରମ୍ଭ କରିଦେଇଛନ୍ତି । ତାଙ୍କୁ ୨୮ ବର୍ଷ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା, ତାହା ବି ମାତ୍ର ୨୦ ମିନିଟ ପାଇଁ ।

ସେହି ସମୟରେ ସେ ଏକ ଅସାଧାରଣ ଅନୁଭୂତି ପାଇଥିଲେ ବୋଲି କହିଥିଲେ । ଯେତେବେଳେ ତାଙ୍କର ଅପରେସନ ଚାଲିଥିଲା, ସେତେବେଳେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଏପରି ସମୟରେ ସେ ଭଗବାନଙ୍କୁ ଦେଖିଥିଲେ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com