ଜାତୀୟ

କୋର୍ଟରେ ଶୁଣାଣି ବେଳେ ଜଣେ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଥିବା ଜଣେ ଓକିଲଙ୍କୁ ଆଶ୍ବସ୍ତି ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ

କୋର୍ଟରେ ଶୁଣାଣି ବେଳେ ଜଣେ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଥିବା ଜଣେ ଓକିଲଙ୍କୁ ଆଶ୍ବସ୍ତି ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ଏହି ଓକିଲଙ୍କୁ ଇନ୍ଦୋର ହାଇକୋର୍ଟରୁ ମଧ୍ୟ କୌଣସି ଆଶ୍ବସ୍ତି ମିଳିନଥିଲା ।

ଫଳରେ ସେ ଆଶ୍ବସ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ତେବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି। ଯାହା ପରେ ଓକିଲଙ୍କୁ କୋତୱାଲି ଥାନାରେ ଆତ୍ମସମର୍ପଣ କରିବାକୁ ପଡିବ ।

Related Articles

Back to top button