ଜାତୀୟ

ରିଲ୍ସ କରୁଥିବା ଏକ ୟୁଟବର ଯୋଡି ୭ମହଲାରୁ ଡେଇଁ ଜୀବନ ହାରିଛନ୍ତି

ରିଲ୍ସ କରୁଥିବା ଏକ ୟୁଟବର ଯୋଡି ୭ମହଲାରୁ ଡେଇଁ ଜୀବନ ହାରିଛନ୍ତି। ସାମାନ୍ୟ ବଚସାରେ ଉଭୟ ଏପରି ଚରମ ନିଷ୍ପତ୍ତି ନେଇଥିବା ପୋଲିସ ସୂଚନା ଦେଇଛି।ମୃତ ୟୁଟ୍ୟୁବର ଯୋଡି ହେଲେ ଗାର୍ଭିତ୍ ଓ ନନ୍ଦିନୀ।

ଉଭୟ ହରିୟାଣାର ବାହାଦୂରଗଡର ଏକ ଫ୍ଲାଟରେ ଏକାଠି ରହୁଥିଲେ। ସେମାନେ ୟୁଟ୍ୟୁବ୍ ଏବଂ ଫେସବୁକରେ ରିଲ୍ସ କରୁଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com