ରାଜନୀତି

ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳର ନେତାମାନେ ବିନା ଅନୁମତିରେ ବେଲୁନ୍ ଉଡ଼ାଇ ପାରିବେ ନାହିଁ କିମ୍ବା ବିନା ଅନୁମତିରେ ପ୍ରଚାର ଗାଡି ଚଲାଇ ପାରିବେ ନାହିଁ

ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳର ନେତାମାନେ ବିନା ଅନୁମତିରେ ବେଲୁନ୍ ଉଡ଼ାଇ ପାରିବେ ନାହିଁ କିମ୍ବା ବିନା ଅନୁମତିରେ ପ୍ରଚାର ଗାଡି ଚଲାଇ ପାରିବେ ନାହିଁ।

ସଭାରେ ଲାଉଡ ସ୍ପିକର ବ୍ୟବହାର ପାଇଁ ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ନେବାକୁ ପଡ଼ିବ। ବିନା ଅନୁମତିରେ ପ୍ରଚାର କରାଗଲେ ଆଚରଣ ବିଧି ଉଲ୍ଲଂଘନ ଆଧାରରେ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related Articles

Back to top button