କ୍ରୀଡ଼ା

ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ପ୍ରାରମ୍ଭିକ ୬ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି

ଆଇପିଏଲ୍‌ରେ ପଞ୍ଜାବ କିଙ୍ଗ୍ସ ପ୍ରାରମ୍ଭିକ ୬ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଘରୋଇ ମଇଦାନ ସହ ବାହାରେ ମଧ୍ୟ ଦଳ ପରାଜିତ ହେଉଛି।

ଅନ୍ତିମ ଓଭରରେ ହିଁ ଦଳଠାରୁ ମ୍ୟାଚ୍‌ ହାତଛଡ଼ା ହୋଇଯାଉଛି। ଗୋଟିଏ ପଟେ ଏହାକୁ ନେଇ ଚାପ ବଢ଼ୁଥିବା ବେଳେ ରାଜସ୍ଥାନ ବିପକ୍ଷରେ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ଏବେ ଏହାକୁ ନେଇ ଶିଖର ଧାଓ୍ବନ ବାହାର ହେବା ଖବର ଦଳ ପାଇଁ ଶୁଭଙ୍କର ନୁହେଁ।

Related Articles

Back to top button