ଜାତୀୟରାଜନୀତି

ଆଜି ବସିବ କେନ୍ଦ୍ର କ୍ୟାବିନେଟ୍‌ ବୈଠକ, ପ୍ରଧାନମନ୍ତ୍ରୀ କରିବେ ଅଧ୍ୟକ୍ଷତା

ନୂଆଦିଲ୍ଲୀ() ମଙ୍ଗଳବାର ବସୁଛି କେନ୍ଦ୍ର କ୍ୟାବିନେଟ୍‌ ବୈଠକ । ଅପରାହ୍ନ ୪ଟାରେ ସମୟରେ ବସିବ କେନ୍ଦ୍ର କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜିର ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଲାଗିପାରେ ମୋହର ।

ଖବର ଅନୁଯାୟୀ, ଦେଶରେ କରୋନାର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ମଧ୍ୟରେ ଜାନୁଆରୀ ମାସରେ ବସିଥିଲେ ଶେଷ କ୍ୟାବିନେଟ୍‌ ବୈଠକ । ଏହି ବୈଠକରେ ଓମିକ୍ରନ୍‌ ଭାରିଆଣ୍ଟ ନେଇ କିଛି କଡ଼ା ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ମଙ୍ଗଳବାର ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୋହର ଲାଗିବାର ମଧ୍ୟ ସମ୍ଭାବନା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com