ଓଡ଼ିଶା

କେନ୍ଦୁଝର ଜିଲ୍ଲା ଏବେ ପ୍ରଦୂଷିତ ହେବାରେ ଲାଗିଛି

କେନ୍ଦୁଝର ଜିଲ୍ଲା ଏବେ ପ୍ରଦୂଷିତ ହେବାରେ ଲାଗିଛି । ଖଣି ଖାଦାନ ଅଞ୍ଚଳ ଭାବେ ଜଣାଶୁଣା ଜିଲ୍ଲାର ବଡ଼ବିଲ୍ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ପାଲଟିଛି ।

ଏହି ସହରରେ ବାୟୁ ମାନ ସୂଚକାଙ୍କ(AQI) ୩୦୧ରେ ପହଞ୍ଚିଛି ଯାହାକି ଅତି ଖରାପ । ତେବେ AQIର ମାନଦଣ୍ଡ ୦-୫୦୦ ମଧ୍ୟରେ ରହିଛି । AQI ୫୦ କିମ୍ବା ତା’ ତଳେ ରହିଲେ ବାୟୁର ମାନ ଉତ୍ତମ ଏବଂ AQI ୩୦୦ ଉପରେ ରହିଲେ ଏହା ବିପଜ୍ଜନକ ବୋଲି ବିବେଚିତ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com