ଅନ୍ତର୍ଜାତୀୟ
ଜନଗଣନା ୨୦୧୧ ଅନୁସାରେ ଚୀନ୍ ପରେ ଭାରତ ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ଥିଲା
![](https://i0.wp.com/odia.mobilenews24x7.com/wp-content/uploads/2024/04/PB153_img-848x465-1.png?resize=780%2C465&ssl=1)
ଜନଗଣନା ୨୦୧୧ ଅନୁସାରେ ଚୀନ୍ ପରେ ଭାରତ ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ଥିଲା । ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (UNFPA) ଭାରତର ସର୍ବଶେଷ ଜନସଂଖ୍ୟା ରିପୋର୍ଟ ପ୍ରକାଶ କରିଛି।
ଯାହା ଅନୁଯାୟୀ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇପାରିଛି। ଭାରତର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଛି। ଏହି ରିପୋର୍ଟରେ ମଧ୍ୟ ଆକଳନ କରାଯାଇଛି ଯେ ଆସନ୍ତା ୭୭ ବର୍ଷରେ ଭାରତର ଜନସଂଖ୍ୟା ଦ୍ୱିଗୁଣିତ ହେବ।