ଅନ୍ତର୍ଜାତୀୟ

ମ୍ୟାନମାରର ମାନବାଧିକାର ଓକିଲ ଅଙ୍ଗ ସାନ ସୁ କି ଅନେକ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି

ମ୍ୟାନମାରର ମାନବାଧିକାର ଓକିଲ ଅଙ୍ଗ ସାନ ସୁ କି ଅନେକ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି। ଏହି ସମୟରେ ଦେଶରେ ପ୍ରବଳ ଗରମ ଓ ହିଟଓ୍ବେଭ ଯୋଗୁଁ ତାଙ୍କୁ ଜେଲରୁ ଅଣାଯାଇଥିଲା।

ବର୍ତ୍ତମାନ ଅଙ୍ଗ ସାନ ସୁ କିଙ୍କୁ ହାଉସ ଆରେଷ୍ଟ କରାଯାଇଛି। ମ୍ୟାନମାରର ଜେଲରେ ଥିବା ପୂର୍ବତନ ନେତା ଅଙ୍ଗ ସାନ ସୁ କିଙ୍କୁ ଗରମ ହେତୁ ସ୍ବାସ୍ଥ୍ୟଗତ ପଦକ୍ଷେପ ଭାବରେ ଜେଲରୁ ଗୃହକୁ ସ୍ଥାନାନ୍ତର କରାଯାଇଛି ବୋଲି ସାମରିକ ସରକାର କହିଛନ୍ତି।

Related Articles

Back to top button