ଶିକ୍ଷା

ପରୀକ୍ଷାରେ ପାସ କରି ପାରି ନଥିବା ଛାତ୍ର ମାନଙ୍କ ପାଇଁ ଏବେ ଖୁସି ଖବର

ପରୀକ୍ଷାରେ ପାସ କରି ପାରି ନଥିବା ଛାତ୍ର ମାନଙ୍କ ପାଇଁ ଏବେ ଖୁସି ଖବର । ଫେଲ ହେଲେ ଅଧିକାଂଶ ପିଲା ଅଧାରୁୁ ପଢା ଛାଡି ଦେଉଥିଲେ । ଏସବୁକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରାଳୟ ଶିକ୍ଷା ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଆଣିଛି ।

ଏଣିକି ଫେଲ ହୋଇଯାଇଥିବା ଛାତ୍ର ମାନଙ୍କୁ ନିୟମିତ ଛାତ୍ର ଭାବେ ଗଣା ଯିବା ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କ୍ଲାସ କରିବାର ବ୍ୟବସ୍ଥା କରାଯିବ ।ଯୋଜନା ଅନୁଯାୟୀ ନିୟମ ଲାଗୁ ହେଲେ ଏହା ଦେଶର ସବୁ ର୍ାଜ୍ୟ ପାଇଁ ଲାଗୁ ହେବ ।

Related Articles

Back to top button