ଓଡ଼ିଶା

ଭୁବନେଶ୍ୱରରେ ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଠନ ହୋଇଛି ସ୍ପେଶାଲ ୧୪ ଜଣିଆ ଗ୍ରୁପ୍‌

ଜଧାନୀରେ ସାବାଡ଼ ହେବେ ରୋଡ୍‌ ରୋମିଓ । ମହିଳାଙ୍କୁ କମେଣ୍ଟ କଲେ ଏବେ ପଡ଼ିବ ମହଙ୍ଗା । ଭୁବନେଶ୍ୱରରେ ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଗଠନ ହୋଇଛି ସ୍ପେଶାଲ ୧୪ ଜଣିଆ ଗ୍ରୁପ୍‌ ।

ରାଜଧାନୀରେ ମହିଳାଙ୍କୁ ଜଗୁଛି HER ଟିମ୍‌ ବା ହାଇଲି ଏଫିସିଏଣ୍ଟ ରେସପନ୍ସ ଟିମ୍ । ଭୁବନେଶ୍ୱରରେ ବୁଲୁଛି କମିଶନରେଟ୍‌ ପୋଲିସ୍‌ର ଏହି ସ୍ୱତନ୍ତ୍ର ମହିଳା ସ୍କ୍ୱାର୍ଡ ।

Related Articles

Back to top button
WP Twitter Auto Publish Powered By : XYZScripts.com