ରାଜନୀତି

ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି ନିମନ୍ତେ ଇସ୍ତାହାର ଜାରି କରିଥାନ୍ତି

ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି ନିମନ୍ତେ ଇସ୍ତାହାର ଜାରି କରିଥାନ୍ତି ।

କିନ୍ତୁ ଆଜି ମଧ୍ୟ ରାସ୍ତା,ପିଇବା ପାଣି କି ପିଲାଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ଟିଏ ନାହିଁ। ଦିନ ପରେ ଦିନ ବର୍ଷ ପରେ ବର୍ଷ ସଂଘର୍ଷ କରି ବଞ୍ଚିଛନ୍ତି କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଋତୁଙ୍ଗିଆ ପଞ୍ଚାୟତାର ଗଗଲିମାହା ଗ୍ରାମବାସୀ । ଯାହାକୁ ନେଇ ଚଳିତ ସାଧାରଣ ନିର୍ବାଚନ ବର୍ଜନ କରିବା ପାଇଁ ୬୦ ରୁ ଉର୍ଦ୍ଧ ଆଦିବାସୀ ପରିବାର ନିଷ୍ପତି ନେଇଛନ୍ତି ।

Related Articles

Back to top button