ଓଡ଼ିଶା

ଥାନା IICଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ

ଥାନା IICଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ବଟି ନଦେବାରୁ ହୋଟେଲ ମାଲିକ ଓ କର୍ମଚାରୀଙ୍କୁ ନିର୍ଧୁମ ପିଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ।

ଥାନା ଅଧିକାରୀଙ୍କଠାରୁ ନିରାଶ ହୋଇ ହୋଟେଲ୍‌ ମାଲିକ ଓ କର୍ମଚାରୀମାନେ ଆଜି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମାଡ଼ ମାରିଥିବା ଆଇଆଇସିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com