ଓଡ଼ିଶା

ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସ୍ନାତକ ରେ ପାଠ୍ୟକ୍ରମ ବଦଳିବ

ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସ୍ନାତକ ରେ ପାଠ୍ୟକ୍ରମ ବଦଳିବ । ୨୦୨୪-୨୫ ଶିକ୍ଷାବର୍ଷରୁ ନୂଆ ପାଠ୍ୟ ଖସଡ଼ା ଲାଗୁ କରାଯିବ । ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ (ସିଏଚଏଚଇ) ପକ୍ଷରୁ ସ୍ୱତନ୍ତ୍ର ପାଠ୍ୟ ଖସଡ଼ା ପ୍ରସ୍ତୁତି ଚାଲିଛି ।

ଆସନ୍ତା ଶିକ୍ଷାବର୍ଷରୁ ଏହାକୁ ସାରା ରାଜ୍ୟରେ ଲାଗୁ କରାଯିବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତିକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ତେବେ ନୂଆ ପାଠ୍ୟକ୍ରମରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଗବେଷଣା ସହ ପ୍ରଶିକ୍ଷଣ ସୁଯୋଗ ମିଳିପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com