ରାଜନୀତି

ସରିଲା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ

ସରିଲା ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଇଭିଏମରେ ସିଲ ୧ ହଜାର ୬୨୫ ପ୍ରାର୍ଥୀଙ୍କ ଭାଗ୍ୟ। ୯ କେନ୍ଦ୍ରମନ୍ତ୍ରୀ, ଦୁଇ ପୂର୍ବତନ ମୁଖ୍ଯମନ୍ତ୍ରୀ, ଜଣେ ପୂର୍ବତନ ରାଜ୍ଯପାଳ ଓ ଅନେକ ହେଭିୱେଟଙ୍କ ଭାଗ୍ଯ ନିର୍ଣ୍ଣୟ କରିଛନ୍ତି ଭୋଟର।

କାଁ ଭାଁ ହିଂସା ବ୍ଯତୀତ ୨୧ ରାଜ୍ଯ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ସରିଛି ମତଦାନ। ୧ ଲକ୍ଷ ୮୭ ହଜାର ପୋଲିଂ ଷ୍ଟେସନରେ ମତାଧିକାର ସାବ୍ଯସ୍ତ କରିଛନ୍ତି ୧୬ କୋଟି ୬୩ ଲକ୍ଷ ଭୋଟର।

Related Articles

Back to top button
WP Twitter Auto Publish Powered By : XYZScripts.com