ଓଡ଼ିଶା

ଜଙ୍ଗଲ ନିଆଁ ରୋକିବାକୁ ଓଡ୍ରାଫ ମୁତୟନ

ଜଙ୍ଗଲ ନିଆଁ ରୋକିବାକୁ ଓଡ୍ରାଫ ମୁତୟନ। ୭ଟି ଡିଭିଜନରେ ମୁତୟନ ହେଲେ ଓଡ୍ରାଫ ଟିମ। ଫୁଲବାଣୀ, ବଣାଇ, କଳାହାଣ୍ଡି, ସୁନ୍ଦରଗଡ, ଶିମିଳିପାଳରେ ଓଡ୍ରାଫ ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବେ।

ଗତ ବର୍ଷ ୩୨ ହଜାର ପଏଣ୍ଟ ରେ ନିଆଁ ଲାଗିଥିବା ବେଳେ ଏଥର ୧୧ ହଜାର ପଏଣ୍ଟ ରେ ଲାଗିଛି ନିଆଁ। ମନୁଷ୍ୟକୃତ ନିଆଁ ରୋକିବାକୁ ବନ ବିଭାଗ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com