ଓଡ଼ିଶା

ଅଲାରନାଥ ବୁଲିଦେଖିଲେ ୫ ଟି ସଚିବ ଭି . କାର୍ତ୍ତିକେୟନ ପାଣ୍ଡିୟାନ

ପୁରୀ, ୧୧/୦୮/୨୦୨୨-   ଅଲାରନାଥ ବୁଲିଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା  । ଗୁରୁବାର ପୁରୀ ଠାରୁ ୨୦ କି.ମି ଦୂର ବ୍ରହ୍ମଗିରି ସ୍ଥିତ ଅଲାରନାଥ ମନ୍ଦିର ବୁଲି ଦେଖିବା ସହିତ ଏଠାକର ସୁବିଧା ଅସୁବିଧା ପଚାରି ବୁଝିଥିଲେ । ପୀଠରେ ବିକାଶମୂଳକ କାର୍ଯ୍ୟ କରିବା ସହିତ ଏହାର ଭିତ୍ତିଭୂମିକୁ ଅଧିକ ସୁଦୃଢ କରିବାକୁ ସାଧାରଣରେ କୁହାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com