ଓଡ଼ିଶା

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଦେଇ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି। ଏହା ବ୍ୟତୀତ ନନ୍‌‌ ସିଡୁଲଡ୍‌‌ ବିମାନ ଭାବେ ଚାର୍ଟର୍‌‌ ଏବଂ ହେଲିକପ୍ଟର ବହୁଳ ବ୍ୟବହାର ହେଉଛି।

୨୦୨୩-୨୪ ଆର୍ଥିକ ବର୍ଷରେ ସମୁଦାୟ ୩୪୮୯ଟି ଚାଟାର୍‌‌ ବିମାନ ଏବଂ ହେଲିକପ୍ଟର ଯିବା ଆସିବା କରିଛନ୍ତି। ଅର୍ଥାତ୍‌‌ ଗତବର୍ଷ ଏପ୍ରିଲ ୧ ତାରିଖରୁ ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ୧୭୨୮ଟି ନନ୍‌‌ ସିଡ୍ୟୁଲଡ୍‌‌ ବିମାନ ଆସିଛି ଏବଂ ୧୭୬୧ଟି ଏଠାରୁ ଉଡ଼ାଣ ଭରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com