ଅନ୍ତର୍ଜାତୀୟ

ପଡ଼ୋଶୀ ରାଷ୍ଟ୍ରଠାରୁ ବଢୁଛି ଭାରତ ଲାଗି ବିପଦ

ପଡ଼ୋଶୀ ରାଷ୍ଟ୍ରଠାରୁ ବଢୁଛି ଭାରତ ଲାଗି ବିପଦ । ଶତ୍ରୁ ପକ୍ଷରୁ ଡ୍ରୋନ ଓ ଲଢୁଆ ଯୁଦ୍ଧ ବିମାନର ମୁକାବିଲା ଲାଗି ଭାରତ ନିର୍ମାଣ କରୁଛି ସ୍ବତନ୍ତ୍ର ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ।

କାନ୍ଧରେ ରଖି ପ୍ରୟୋଗ କରାଯାଇପାରୁଥିବା ଏହି ସିଷ୍ଟମ ଖୁବ୍ ଶୀଘ୍ର ଭାରତକୁ ଶକ୍ତିଶାଳୀ କରିବାରେ ସକ୍ଷମ ହେବ । ସୀମାରେ ପାକିସ୍ତାନ ଓ ଚୀନ ପକ୍ଷରୁ ବିପଦ କ୍ରମାଗତ ଭାବେ ବଢୁଥିବାବଳେ ଏହାକୁ ପ୍ରତିହତ କରିବା ଲାଗି ସେନା ଓ ବାୟୁସେନାକୁ ୩୫୦ ଲଞ୍ଚର ଓ ୨ ହଜାର ମିସାଇଲ ପ୍ରଦାନ କରିବାକୁ ନିଆଯାଇଛି ପଦକ୍ଷେପ ।

Related Articles

Back to top button
WP Twitter Auto Publish Powered By : XYZScripts.com