ଜାତୀୟ

ନିର୍ବାଚନ ଆୟୋଗ କେବଳ ନଗଦ ଟଙ୍କା ନୁହେଁ ଅନ୍‌ଲାଇନ୍‌ ଜରିଆରେ ହେଉଥିବା ପେମେଣ୍ଟ ଉପରେ କଡ଼ା ନଜର ରଖିଛନ୍ତି

ନିର୍ବାଚନ ଆୟୋଗ କେବଳ ନଗଦ ଟଙ୍କା ନୁହେଁ ଅନ୍‌ଲାଇନ୍‌ ଜରିଆରେ ହେଉଥିବା ପେମେଣ୍ଟ ଉପରେ କଡ଼ା ନଜର ରଖିଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତମାସ ୧୫ରେ ପେମେଣ୍ଟ ସିଷ୍ଟମ୍‌ ଅପରେଟର ମାନଙ୍କୁ ଚିଠି ଲେଖି ନିର୍ବାଚନ ଉଚ୍ଚ ମୂଲ୍ୟର ଅନ୍‌ ଲାଇନ୍‌ ପେମେଣ୍ଟ କାରବାର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି। ଏହାଦ୍ବାରା ଟଙ୍କା ବଳାରେ ଭୋଟ୍‌ କିଣାକୁ ରୋକାଯାଇପାରିବ।

Related Articles

Back to top button
WP Twitter Auto Publish Powered By : XYZScripts.com