ଜାତୀୟ

ଭାରତରେ ଏଥର ବସନ୍ତ ଋତୁ ବହୁତ କମ୍ ସମୟ ପର୍ଯ୍ୟନ୍ତ ଅନୁଭୂତ ହେବ

ଭାରତରେ ଏଥର ବସନ୍ତ ଋତୁ ବହୁତ କମ୍ ସମୟ ପର୍ଯ୍ୟନ୍ତ ଅନୁଭୂତ ହେବ । ଏହାପରେ ଭୀଷଣ ଗରମ ଅନୁଭୂତ ହେବ । ପାଣିପାଗ ବିଜ୍ଞାନୀ ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ତାତି ପ୍ରବଳ ରହିବ ବୋଲି ଚେତାବନୀ ଶୁଣାଇଛନ୍ତି ।

ପାଣିପାଗ ବିଜ୍ଞାନୀଙ୍କ ଅନୁସାରେ ଅଲ୍ ନିନୋ ପ୍ରଭାବ ଅନୁସାରେ ବସନ୍ତ ପରେ ପରେ ଭୀଷଣ ଗରମ ଆରମ୍ଭ ହୋଇଯିବ । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଅଲ୍ ନିନୋ ଓ ଦକ୍ଷିଣା ପବନ ବହୁତ ଧୀମା ରହିବ । ଜୁଲାଇ ସେପ୍ଟେମ୍ବର ବେଳକୁ ପାଣିପାଗ ସାମାନ୍ୟ ସୁଧୁରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com