ଓଡ଼ିଶା

ପୁଲିସ ଗାଡିରୁ ହଟିବ ହଳଦିଆ ରଙ୍ଗର ସାଇରନ୍‌ ଲାଇଟ୍‌

ପୁଲିସ ଗାଡିରୁ ହଟିବ ହଳଦିଆ ରଙ୍ଗର ସାଇରନ୍‌ ଲାଇଟ୍‌। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସର୍କୁଲାର ଜାରି କରାଯାଇଛି। ହଳଦିଆ ରଙ୍ଗର ସାଇରନ୍‌ ଲାଇଟ୍‌ ବଦଳରେ ଏଣିକି ପୁଲିସ ଗାଡିରେ ଧଳା-ନାଲି-ନିଳ ମିଶା ସାଇରନ୍‌ ଲାଗିବ।

ଏନେଇ ସମସ୍ତ ଜିଲ୍ଲାର ଏସପିଙ୍କ ସମେତ କଟକ-ଭୁବନେଶ୍ବର ଡିସିପି, କମାଣ୍ଟାଣ୍ଡ ଓ ପୁଲିସ ଅଧିକାରୀଙ୍କୁ ଚିଠି କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ।

Related Articles

Back to top button
WP Twitter Auto Publish Powered By : XYZScripts.com