ଜାତୀୟ

କୋଟାକ ମହିନ୍ଦ୍ରା ବ୍ୟାଙ୍କ ବିରୋଧରେ ବ୍ୟାଙ୍କିଙ୍ଗ ସେକ୍ଟରର ରେଗୁଲେଟର ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

କୋଟାକ ମହିନ୍ଦ୍ରା ବ୍ୟାଙ୍କ ବିରୋଧରେ ବ୍ୟାଙ୍କିଙ୍ଗ ସେକ୍ଟରର ରେଗୁଲେଟର ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଆରବିଆଇ କୋଟାକ ମହିନ୍ଦ୍ରା ବ୍ୟାଙ୍କକୁ ଅନଲାଇନ ବା ମୋବାଇଲ ବ୍ୟାଙ୍କିଙ୍ଗ ଚ୍ୟାନେଲ ଜରିଆରେ ନୂଆ ଗ୍ରାହକ ଯୋଡିବା ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ବ୍ୟତୀତ ଆରବିଆଇ କୋଟାକ ବ୍ୟାଙ୍କର ନୂଆ କ୍ରେଡିଟ କାର୍ଡସ ମଧ୍ୟ ଜାରି କରିବା ଉପରେ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com