ଜାତୀୟ

ଗ୍ୱାଲିୟରରେ ଜଣେ ହିନ୍ଦୁ ଯୁବତୀ ଲଭ୍ ଜିହାଦର ଶିକାର ହୋଇଛନ୍ତି

ମଧ୍ୟପ୍ରଦେଶରୁ ଆସିଛି ଏକ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଗ୍ୱାଲିୟରରେ ଜଣେ ହିନ୍ଦୁ ଯୁବତୀ ଲଭ୍ ଜିହାଦର ଶିକାର ହୋଇଛନ୍ତି ।

ଯୁବତୀଙ୍କୁ ଜଣେ ଯୁବକ ୩ ବର୍ଷ ଧରି ଶାରୀରକ ଶୋଷଣ କରିବା ସହିତ ମାରପିଟ୍ କରିଥିବା ନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com