ମନୋରଞ୍ଜନ

ଅଭିନେତ୍ରୀ ଅନ୍ନପୂର୍ଣ୍ଣା ଓରଫ୍‌ ଅମୃତା ପାଣ୍ଡେଙ୍କ ଦେହାନ୍ତ ହୋଇଛି

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ପୁଣି ଏକ ଦୁଃଖଦ ଖବର। ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ଜଣେ ଫେମସ୍‌ ଭୋଜପୁରୀ ଅଭିନେତ୍ରୀଙ୍କ ମୃତଦେହ। ଅଭିନେତ୍ରୀ ଅନ୍ନପୂର୍ଣ୍ଣା ଓରଫ୍‌ ଅମୃତା ପାଣ୍ଡେଙ୍କ ଦେହାନ୍ତ ହୋଇଛି।

ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

Related Articles

Back to top button