କ୍ରୀଡ଼ା
ଲାଇଭ ମ୍ୟାଚରେ ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ଏବଂ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା କ୍ରିକେଟ ଛାଡ଼ି ଗୁଡ଼ି ଉଡ଼ାଇବା ଆରମ୍ଭ କରିଥିଲେ ।

ଏହି ଘଟଣା ଦେଖି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଖୁବ ମଜା ନେଇଛନ୍ତି । ତେବେ ଏହି ଘଟଣାରେ ପୁଣିଥରେ ରିଷଭ ପନ୍ତଙ୍କ ପିଲାଳିଆମି ଦେଖିବାକୁ ମିଳିଛି ।