ଅନ୍ୟାନ୍ୟ

ଏବେ ଇନଷ୍ଟାଗ୍ରାମରେ ଏକ ନୂଆ ଫିଚର ଆସିବାକୁ ଯାଉଛି

ଏବେ ଇନଷ୍ଟାଗ୍ରାମରେ ଏକ ନୂଆ ଫିଚର ଆସିବାକୁ ଯାଉଛି । ଯେଉଁଥିରେ ଆପଣଙ୍କୁ ନିଜ ଫେବରେଟ କଣ୍ଟେଣ୍ଟ କ୍ରିଏଟରଙ୍କୁ ଫଲୋ କରିବା ଲାଗି ଟଙ୍କା ଦେବାକୁ ପଡିବ ।

ଅର୍ଥାତ ଆପଣ ତାଙ୍କୁ ପେଡ ସବସ୍କ୍ରିପସନ ଜରିଆରେ ସପୋର୍ଟ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com