ଜାତୀୟ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ କରାଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଏଭେନ୍ୟୁ କୋର୍ଟଙ୍କ ଠାରୁ ଏକ ବଡ଼ ଝଟକା ମିଳିଛି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ କରାଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ ଏଭେନ୍ୟୁ କୋର୍ଟଙ୍କ ଠାରୁ ଏକ ବଡ଼ ଝଟକା ମିଳିଛି ।

ସେ ଜାମିନ ପିଟିସନକୁ ଖାରଜ କରିଛନ୍ତି । ଏହି ମନୀଷ ସିସୋଦିଆଙ୍କ ଦ୍ୱିତୀୟ ଜାମିନ ପିଟିସନ ଥିଲା, ଏହା ପୂର୍ବରୁ ମଧ୍ୟ ନିମ୍ନ ଅଦାଲତ ଠାରୁ ନେଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମନୀଷ ସିସୋଦିଆଙ୍କୁ ଜାମିନ ଦେବା ଲାଗି ମନା କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com