ଓଡ଼ିଶା

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆସନ୍ତା ଶିକ୍ଷାବର୍ଷ ଠାରୁ ନିଜର ସ୍ଥାୟୀ ଏକାଡେମିକ ବ୍ଲକରେ ପାଠପଢ଼ା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆସନ୍ତା ଶିକ୍ଷାବର୍ଷ ଠାରୁ ନିଜର ସ୍ଥାୟୀ ଏକାଡେମିକ ବ୍ଲକରେ ପାଠପଢ଼ା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ବର୍ତ୍ତମାନ ୧୮ଟି ବିଭାଗ ମଧ୍ୟରୁ ୧୫ଟି ବିଭାଗ ଅସ୍ଥାୟୀ ବ୍ଲକରୁ ପାଠପଢ଼ା କାର୍ଯ୍ୟକ୍ରମ କରୁଛି।

କିନ୍ତୁ ଏହି ପରିବର୍ତ୍ତନ ବିଶ୍ଵବିଦ୍ୟାଳୟର ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com