ଓଡ଼ିଶା

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପକ୍ଷୀମାନଙ୍କ ସାରଣୀ ଭିତରେ ୧୧ ପ୍ରଜାତିର ବିଦେଶୀ ପକ୍ଷୀମାନଙ୍କର ବଂଶ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଛି

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପକ୍ଷୀମାନଙ୍କ ସାରଣୀ ଭିତରେ ୧୧ ପ୍ରଜାତିର ବିଦେଶୀ ପକ୍ଷୀମାନଙ୍କର ବଂଶ ବୃଦ୍ଧି ହୋଇଥିବାର ଦେଖିବାକୁ ମିଳିଛି । ଆଗ ଅପେକ୍ଷା ବିଦେଶୀ ପକ୍ଷୀଙ୍କ ଆଗମନ କ୍ରମାଗତ ଭାବରେ ବଢିବାରେ ଲାଗିଛି ।

ଆକଳନ ଅନୁସାରେ, ୧୯୯୯ ମହାବାତ୍ୟାରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ପ୍ରକୃତିର ଅନେକ କ୍ଷୟକ୍ଷତି ଘଟିଥିବାରୁ ବିଦେଶାଗତ ପକ୍ଷୀଙ୍କ ଆଗମନ କମିବାରେ ଲାଗିଥିଲା ।

Related Articles

Back to top button