ଅନ୍ତର୍ଜାତୀୟ

ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଗତ ୮ ମାସ ହେଲା ଯୁଦ୍ଧ ଜାରି ରହିଛି

ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଗତ ୮ ମାସ ହେଲା ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ରାଫାରେ ସ୍ଥଳଭାଗରୁ ଆକ୍ରମଣ କରିବାକୁ ପ୍ରସ୍ତୁତି ଚଳାଇଛି। ଆମେରିକା ସମେତ ଅନେକ ଦେଶ ଇସ୍ରାଏଲର ଏହି ପଦକ୍ଷେପକୁ ବିରୋଧ କରୁଛନ୍ତି।

ଏହାରି ଭିତରେ ପାଲେଷ୍ଟାଇନକୁ ଜାତିସଂଘରେ ସମ୍ପୂର୍ଣ୍ଣ ସଦସ୍ୟ ଦେବା ପାଇଁ ଭୋଟିଂ ହୋଇଛି। ଏହି ଭୋଟିଂରେ ଅଧାରୁ ଅଧିକ ଭୋଟ୍‌ ପାଲେଷ୍ଟାଇନ୍‌ ସମର୍ଥନରେ ପଡିଛି। ଏହାକୁ ନେଇ ରାଗି ଯାଇଛନ୍ତି ଇସ୍ରାଏଲ ରାଷ୍ଟ୍ରଦୂତ। ରାଗରେ ସେ ଜାତିସଂଘ ଚାର୍ଟରକୁ ଚିରି ପକାଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com