ମନୋରଞ୍ଜନ

ଏପ୍ରିଲ ମାସରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିମାଡ ହୋଇଥିଲା

ଏପ୍ରିଲ ମାସରେ ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିମାଡ ହୋଇଥିଲା। ଏହି ଘଟଣାରେ ପୂରା ବଲିଉଡ ଇଣ୍ଡଷ୍ଟ୍ରି ଓ ତାଙ୍କ ଫ୍ୟାନ୍‌ମାନଙ୍କୁ ଆତଙ୍କିତ କରିଦେଇଥିଲା।

ଏବେ ଏହି ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୁଲିସକୁ ଆଉ ଏକ ବଡ ସଫଳତା ମିଳିଛି। ଧରାପଡିଛି ଆଉ ଜଣେ ଅଭିଯୁକ୍ତ। ଗୁଳି ମାଡ ଘଟଣାରେ ମୁମ୍ବାଇ ପୁଲିସ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟଙ୍କୁ ଗିରଫ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com