ଅନ୍ତର୍ଜାତୀୟ

ଇରାନ୍‌ ସହ ହାତ ମିଳାଇଛି ଭାରତ। ଆସନ୍ତା ଦଶ ବର୍ଷ ପାଇଁ ଚାବାହାର ବନ୍ଦର ପରିଚାଳନା କରିବାକୁ ନେଇ ତେହରାନ୍‌ ସହ ଭାରତ ଚୁକ୍ତି କରିଛି

ଇରାନ୍‌ ସହ ହାତ ମିଳାଇଛି ଭାରତ। ଆସନ୍ତା ଦଶ ବର୍ଷ ପାଇଁ ଚାବାହାର ବନ୍ଦର ପରିଚାଳନା କରିବାକୁ ନେଇ ତେହରାନ୍‌ ସହ ଭାରତ ଚୁକ୍ତି କରିଛି । ଏହି ବନ୍ଦର ଚଳାଇବା ସହିତ ଭାରତ ମଧ୍ୟ ଏହାର ବିକାଶ କରିବ।

ତେବେ ଏହି ଚୁକ୍ତିକୁ ନେଇ ରାଗି ଯାଇଛି ଆମେରିକା। ଭାରତକୁ ସେ ପରୋକ୍ଷ ଭାବେ ଦେଖାଇଛି ନାଲି ଆଖି। ଯିଏବି ଇରାନ୍‌ ସହ ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି, ତାଙ୍କୁ ଆମ ପକ୍ଷରୁ ବ୍ୟାନ୍‌ର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ଆମେରିକା ଚେତାବନୀ ଦେଇଛି।

Related Articles

Back to top button