ଜାତୀୟ

ନାଗରିକତା ସଂଶୋଧନ ଆଇନ ଅନୁଯାୟୀ, ୧୪ ଜଣଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି

ନାଗରିକତା ସଂଶୋଧନ ଆଇନ ଅନୁଯାୟୀ, ୧୪ ଜଣଙ୍କୁ ଭାରତର ନାଗରିକତା ପ୍ରଦାନ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ସିଏଏ ଅନୁଯାୟୀ, ୧୪ ଜଣଙ୍କୁ ଭାରତର ନାଗରିକତା ସାର୍ଟିଫିକେଟ ଜାରି କରାଯାଇଛି । କେନ୍ଦ୍ରୀୟ ଗୃହ ସଚିବ ଅଜୟ କୁମାର ଭଲ୍ଲା ନୂଆଦିଲ୍ଲୀରେ କିଛି ଆବେଦନକାରୀଙ୍କୁ ନାଗରିକତା ପ୍ରମାଣପତ୍ର ବଣ୍ଟନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com