Breaking NewsFeaturedଜାତୀୟ

ବମ୍ବେଇ ଲଡୁ ବିକ୍ରି ଉପରେ କଟକଣା ଲଗାଇଛନ୍ତି ତାମିଲନାଡୁ ସରକାର

ବମ୍ବେଇ ଲଡୁ ବିକ୍ରି ଉପରେ କଟକଣା ଲଗାଇଛନ୍ତି ତାମିଲନାଡୁ ସରକାର । ତାମିଲ ଭାଷାରେ ଏହାକୁ ‘ପାଞ୍ଜୁ ମିଠାଇ’ ଓ ଓଡ଼ିଆ ଭାଷାରେ ଏହାକୁ ‘ବମ୍ବେଇ ଲଡୁ’ ବୋଲି ମଧ୍ୟ କୁହାଯାଏ ।

ଏଥିରେ ମାରାତ୍ମକ କେମିକାଲ୍‌ ରହିଛି । ‘ବମ୍ବେଇ ଲଡୁ’ ପ୍ରସ୍ତୁତି ପାଇଁ କୃତ୍ରିମରଙ୍ଗ ବ୍ୟବହାର କରାଯାଇଥାଏ । ଯାହାକି ଏକ କ୍ଷତିକାରକ କେମିକାଲ ହୋଇଥିବାବେଳେ କ୍ୟାନ୍ସର ରୋଗର କାରଣ ସାଜିପାରେ । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ରାଜ୍ୟରେ ବମ୍ବେଇ ଲଡୁ ବିକ୍ରି ବ୍ୟାନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com