ମନୋରଞ୍ଜନ

ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ୍‌

ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ୍‌। ବେନ୍‌ ଆଫ୍‌ଲେକ୍‌ଙ୍କୁ ଦୁଇ ବର୍ଷ ପୂର୍ବେ ସେ ବିବାହ କରିଥିଲେ।

ହେଲେ ଏବେ ସମ୍ପର୍କରେ ତିକ୍ତତା ଆସିଥିବାରୁ ଦୁହେଁ ବାଟ ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ଏତିକି ନୁହେଁ ଛାଡ଼ପତ୍ର ପରେ ସେମାନେ ରହୁଥିବା ଘରକୁ ମଧ୍ୟ ବିକ୍ରି କରିଦେବେ ବୋଲି ଜଣାପଡ଼ିଛି।ହଲିଉଡ୍‌ର ପାଓ୍ବାରଫୁଲ୍‌ ଯୋଡ଼ିଙ୍କ ମଧ୍ୟରୁ ଜେନିଫର-ବେନ୍‌ ଅନ୍ୟତମ।

Related Articles

Back to top button