ମନୋରଞ୍ଜନ

ବଲିଉଡ ସୁନ୍ଦରୀ ଉର୍ବଶୀ ରୋୖତେଲା ନିଜର ଫ୍ୟାସନ ଓ ଚୁଲବୁଲି ଅନ୍ଦାଜ ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି

ବଲିଉଡ ସୁନ୍ଦରୀ ଉର୍ବଶୀ ରୋୖତେଲା ନିଜର ଫ୍ୟାସନ ଓ ଚୁଲବୁଲି ଅନ୍ଦାଜ ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି। ଏହା ସହ ନିଜର ଡ୍ୟାନ୍ସ ଏବଂ ଅଭିନୟ ଦକ୍ଷତା ବଳରେ ବଲିଉଡରୁ ଆରମ୍ଭ କରି ତେଲୁଗୁ, ତାମିଲ ସହ ବିଭିନ୍ନ ଭାଷାରେ ଅଭିନୟ କରି ସାରିଲେଣି।

ଏବେ ଖବର ଆସୁଛି ଉର୍ବଶୀ ରାଜନୀତିରେ ପ୍ରଵେଶ କରିବାକୁ ଯାଉଛନ୍ତି। ଏହା କୌଣସି ଗୁଜବ ନୁହେଁ ସେ ନିଜେ ଏହି କଥା କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com