ମନୋରଞ୍ଜନ

ଚନ୍ଦୁ ନାମରେ ଜଣାଶୁଣା ତେଲୁଗୁ ଟେଲିଭିଜନ ଅଭିନେତା ଚନ୍ଦ୍ରକାନ୍ତ ତେଲେଙ୍ଗାନାର ଅଲକାପୁରରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି

ଚନ୍ଦୁ ନାମରେ ଜଣାଶୁଣା ତେଲୁଗୁ ଟେଲିଭିଜନ ଅଭିନେତା ଚନ୍ଦ୍ରକାନ୍ତ ତେଲେଙ୍ଗାନାର ଅଲକାପୁରରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିନେତ୍ରୀ ତଥା ପ୍ରେମିକା ପବିତ୍ରାଙ୍କ ଦେହାନ୍ତ ପରେ ତାଙ୍କର ଦେହାନ୍ତ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ଯେ, ପବିତ୍ରାଙ୍କ ମୃତ୍ୟୁ ହେବା ପରେ ଅବସାଦଗ୍ରସ୍ତ ଥିଲେ ଚନ୍ଦ୍ରକାନ୍ତ। ଦୁହେଁ ପ୍ରେମ ସମ୍ପର୍କରେ ଥିବାରୁ ନିଜ ପ୍ରେମିକାଙ୍କୁ ହରାଇ ଭାଙ୍ଗିପଡ଼ିଥିଲେ ଚନ୍ଦୁ।

Related Articles

Back to top button
WP Twitter Auto Publish Powered By : XYZScripts.com