ଅନ୍ତର୍ଜାତୀୟ
କିର୍ଗିଜସ୍ଥାନରେ ଥିବା ଭାରତୀୟ ଛାତ୍ରଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର
କିର୍ଗିଜସ୍ଥାନରେ ଥିବା ଭାରତୀୟ ଛାତ୍ରଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ଘରେ ଭିତରେ ରହିବାକୁ ଭାରତୀୟ ଛାତ୍ରାଙ୍କୁ ପରାମର୍ଶ ଦିଆଯାଇଛି।
ସେଠାରେ ଥିବା କିଛି ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ପରେ ଆଡଭାଇଜରୀ ଜାରି କରିଛନ୍ତି ସରକାର। କିର୍ଗିଜସ୍ଥାନର ରାଜଧାନୀ ବିଶକେକରେ ଥିବା ଏକ ହଷ୍ଟଲରେ ପ୍ରବଳ ହଙ୍ଗାମା ହୋଇଛି। ହଷ୍ଟେଲରେ ଥିବା କିଛି ପାକିସ୍ତାନୀ ଛାତ୍ରଙ୍କୁ ସ୍ଥାନୀୟ ଲୋକ ଆକ୍ରମଣ କରିଛନ୍ତି।