କ୍ରୀଡ଼ା

ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟୀ ବକ୍ସର ପରବିନ ହୁଦା ତାଙ୍କ ପ୍ୟାରିସ ଅଲିମ୍ପିକ କୋଟା ହରାଇ ପାରନ୍ତି

ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ପଦକ ବିଜୟୀ ବକ୍ସର ପରବିନ ହୁଦା ତାଙ୍କ ପ୍ୟାରିସ ଅଲିମ୍ପିକ କୋଟା ହରାଇ ପାରନ୍ତି। ସେ ୧୨ ମାସ ମଧ୍ୟରେ ୩ ଥର ତାଙ୍କ ଠିକଣା ଦେବାରେ ବିଫଳ ହୋଇଥିବାରୁ ଓ୍ବାଲର୍‌ଡ ଆଣ୍ଟି ଡୋପିଙ୍ଗ ଏଜେନ୍ସି ଦ୍ୱାରା ସେ ସସ୍‌ପେଣ୍ଡ ହୋଇଛନ୍ତି।

ଗତବର୍ଷ ଏସିଆନ ଗେମ୍ସ ବେଳେ ପରବିନ ମହିଳା ୫୭ କେଜି ଓଜନ ଶ୍ରେଣୀରେ ଏକ ଅଲିମ୍ପିକ କୋଟା ହାସଲ କରିଥିଲେ। ଓ୍ବାଡା ତାଙ୍କୁ ୧.୫ ବର୍ଷ ସସ୍‌ପେଣ୍ଡ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com