ଓଡ଼ିଶା

ଜୁନ୍ ୧ ପରେ ଗାଡ଼ି ଚଳାଇବାର କେତେକ ନିୟମ ବଦଳିବାକୁ ଯାଉଛି

ଜୁନ୍ ୧ ପରେ ଗାଡ଼ି ଚଳାଇବାର କେତେକ ନିୟମ ବଦଳିବାକୁ ଯାଉଛି। ଏହି ଆଇନର ଉଲ୍ଲଂଘନ କଲେ ତାଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

ଡ୍ରାଇଭିଂ ସହ ଜଡିତ ନୂତନ ନିୟମ ସରକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ବାରା ୧ ଜୁନ୍ ୨୦୨୪ରୁ ଜାରି କରାଯିବ। ନିୟମ ଅନୁସାରେ ଦ୍ରୁତ ଗତିରେ ଗାଡି ଚଳାଇଲେ ଚାଳକଙ୍କୁ ୧,୦୦୦ ରୁ ୨,୦୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।

Related Articles

Back to top button
WP Twitter Auto Publish Powered By : XYZScripts.com