ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ମଣିଷ ଶରୀରରୁ ଚିହ୍ନଟ ହୋଇଛି ବାର୍ଡ ଫ୍ଲୁ ଭୂତାଣୁ

ମଣିଷ ଶରୀରରୁ ଚିହ୍ନଟ ହୋଇଛି ବାର୍ଡ ଫ୍ଲୁ ଭୂତାଣୁ । ଅଷ୍ଟ୍ରେଲିଆରେ ପ୍ରଥମ ଥର ମଣିଷ ଦେହରୁ ବାର୍ଡ ଫ୍ଲୁ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଗୋଟିଏ ଶିଶୁ ଭାରତରୁ ଅଷ୍ଟ୍ରେଲିଆ ଯାଇଥିବା ବେଳେ ସେଠାରେ ତା’ ଦେହରୁ ଏଚ୫ଏନ୧ ଭୂତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ଗତ ମାର୍ଚ୍ଚ ମାସରେ ଶିଶୁଟି ଅସୁସ୍ଥ ହୋଇଥିôବା ବେଳେ ସେତେବେଳେ ସେ ଗମ୍ଭୀର ଭୂତାଣୁଜନିତ ସଂକ୍ରମଣର ଶିକାର ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com