ଅନ୍ତର୍ଜାତୀୟ

ସୌରମଣ୍ଡଳରେ ଆଉ ଏକ ମହାଜାଗତିକ ଘଟଣା ଘଟିବାକୁ ଯାଉଛି

ସୌରମଣ୍ଡଳରେ ଆଉ ଏକ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ମହାକାଶ ବିଜ୍ଞାନୀଙ୍କ ଆନୁଧ୍ୟାନ ଅନୁସାରେ, ଜୁନରେ ସୌରମଣ୍ଡଳରେ ଏପରି ଏକ ମହାଜାଗତିକ ଘଟଣା ଘଟିବ, ଯେଉଁଥିରେ ଏକ ସାଙ୍ଗରେ ୬ଟି ଗ୍ରହ ଗୋଟିଏ ଧାଡ଼ିରେ ରହିଥିବା ଭଳି ଦୃଶ୍ୟମାନ ହେବ।

ଏହି ଘଟଣାକୁ ପ୍ଲାନେଟାରୀ ଆଲାଇନମେଣ୍ଟ କୁହାଯାଏ। ପ୍ଲାନେଟାରୀ ଆଲାଇନମେଣ୍ଟ ହେଉଛି ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା।

Related Articles

Back to top button