ଅନ୍ତର୍ଜାତୀୟ

ନଭେମ୍ବର ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ବର୍ତ୍ତମାନ ତାଙ୍କ ସମର୍ଥନରେ ଆସିଛନ୍ତି

ନଭେମ୍ବର ୨୦୨୪ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ବର୍ତ୍ତମାନ ତାଙ୍କ ସମର୍ଥନରେ ଆସିଛନ୍ତି।

ଏହା ଆମେରିକାର ରାଷ୍ଟ୍ରପତି ଡୋ ବାଇଡେନଙ୍କ ଟେନସନକୁ ବୃଦ୍ଧି କରିଛି। ନିକ୍କି ହାଲି ସମର୍ଥନରେ ଆସିବା ସହିତ ଟ୍ରମ୍ପଙ୍କ ବିଜୟ ସମ୍ଭାବନା ଆହୁରି ବଢିଛି। ନିକ୍କି ହାଲି କହିଛନ୍ତି, ମୁଁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ ଦେବେ। ତାଙ୍କର ଏହି ଘୋଷଣା ଜୋ ବାଇଡେନଙ୍କ ନିଦ ହଜାଇ ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com