ଜାତୀୟ

ଲଗାଣ ବର୍ଷାରେ ବେହାଲ କେରଳ

ଲଗାଣ ବର୍ଷାରେ ବେହାଲ କେରଳ। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୧୨ ଘଣ୍ଟା ହେବ ବର୍ଷା ଜାରି ରହିଥିବା ବେଳେ ୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଭାରତ ପାଣିପାଗ ବିଭାଗ(IMD)।

ରେର୍ଡ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।

Related Articles

Back to top button
WP Twitter Auto Publish Powered By : XYZScripts.com