ଜାତୀୟ

ବରମାଳା ପରେ କନ୍ୟାକୁ ଚୁମ୍ବନ ଦେବାରୁ ବରପକ୍ଷକୁ ମାଡ଼ ମାରିଲେ କନ୍ୟାପକ୍ଷ

ବରମାଳା ପରେ କନ୍ୟାକୁ ଚୁମ୍ବନ ଦେବାରୁ ବରପକ୍ଷକୁ ମାଡ଼ ମାରିଲେ କନ୍ୟାପକ୍ଷ। ୟୁପିର ହାପୁରରେ ଘଟିଛି ଏଭଳି ଘଟଣା। ୨ଭଉଣୀଙ୍କ ବିବାହ ‌ଗୋଟାଏ ଦିନରେ ଥିବା ବେଳେ କନ୍ୟାପକ୍ଷ ଏକ ବଡ଼ ଆୟେ‌ାଜନ କରିଥିଲେ।

ବଡ଼ ଭଉଣୀର ବିବାହ ଶେଷ ହେବା ପରେ ସାନ ଭଉଣୀର ବିବାହ କାମ ଆରମ୍ଭ ହୋଇଥିଲା। ହେଲେ ବରମାଳା ପରେ ବର, କନ୍ୟାକୁ ଚୁମ୍ବନ ଦେବାରୁ ରାଗରେ କନ୍ୟାପକ୍ଷ ମଞ୍ଚ ଉପରେ ଥିବ‌ା ବର ଓ ବରଯାତ୍ରୀଙ୍କୁ ପିଟିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com