ଜାତୀୟ

ପକୁଡି ପାଇଁ ନାବାଳିକା ଝିଅକୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲା ଜନ୍ମକଲା ମାଆ

ପକୁଡି ପାଇଁ ନାବାଳିକା ଝିଅକୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲା ଜନ୍ମକଲା ମାଆ । ଏଭଳି ଏକ ଘଟଣାକୁ ନେଇ ନବରଙ୍ଗପୁରରେ ଚାଂଚଲ୍ୟ ।

୯ ବର୍ଷର ନାବାଳିକା ଝିଅକୁ ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଡିଜେଲ ଢାଳି ଶବରେ ନିଆଁ ଲଗାଇ ପୋଡ଼ିବାକୁ ଚେଷ୍ଟା କରିଥିଲେ । ପରେ ଝିଅ ଆତ୍ମହତ୍ୟା କରିଛି କହି ନିଜେ ମାଆ ଥାନାରେ ଏତାଲା ଦେଇଥିଲେ । ପୋଲିସ ଅଭିଯୁକ୍ତ ମାଆ ତ୍ରିବେଣୀ ମାଝୀକୁ ଅଟକ ରଖି ତଦନ୍ତ କରିବାରୁ ଏଭଳି ଲୋମ ଟଙ୍କୁରା ହତ୍ୟାକାଣ୍ଡ କାହାଣୀ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com